ବାଲେଶ୍ୱରରେ କଳାଧନକୁ ନେଇ ଆୟକର ବିଭାଗର ଛାନଭିନ୍ : ତଦନ୍ତ କରୁଛି ଆଇଟିର ସ୍ୱତନ୍ତ୍ର ଟିମ୍

38

ବାଲେଶ୍ୱର : କଳାଧନକୁ ନେଇ ଆୟକର ବିଭାଗର ଛାନଭିନ୍ । ବାଲେଶ୍ୱରର ଓଟି ରୋଡରେ ଥିବା ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ । କଳାଧନ କାରବାର ନେଇ ବ୍ୟାଙ୍କରେ ଛାନଭିନ୍ କରୁଛି ଆୟକର ବିଭାଗ । କଳାଧନ କାରବାର ହୋଇଛି କି ନାହିଁ ସେ ନେଇ ତଦନ୍ତ କରୁଛି ଆଇଟିର ସ୍ୱତନ୍ତ୍ର ଟିମ୍ ।