ଇରଫାନଙ୍କ ‘ଇନଫେର୍ନୋ’! ରିଲିଜ୍ ହେଲା ଅପ୍ କମିଙ୍ଗ୍ ହଲିଉଡ୍ ଫିଲ୍ମର ଟ୍ରେଲର୍

52

ରିଲିଜ୍ ହୋଇଛି ଇରଫାନ୍ ଖାନଙ୍କ ଅପ୍ କମିଙ୍ଗ୍ ହଲିଉଡ୍ ଫିଲ୍ମ ‘ଇନଫେର୍ନୋ’ର ଟ୍ରେଲର୍ । ଭାରତୀୟ ଦର୍ଶକ ମାନଙ୍କ ପାଇଁ ସ୍ପୋଶାଲ୍ ଭାବରେ ଏହି ଟ୍ରେଲର୍ ତିଆରି ହୋଇଛି । ଇରଫାନଙ୍କ ରହସ୍ୟାବୃତ ଚରିତ୍ର ଉପରେ ଆଧାରିତ ଏହି ଫିଲ୍ମ । ଆକ୍ସନ୍ , ଥ୍ରୀଲର୍, ସସପେନ୍ସ ଓ ରହସ୍ୟର ଏକ ପୂରା ପ୍ୟାକେଜ୍ ହେଉଛି ଫିଲ୍ମ ‘ଇନଫେର୍ନୋ’ । ଫିଲ୍ମରେ ଆକ୍ସନ ସିନରେ ମଧ୍ୟ ନଜର ଆସିଛନ୍ତି ଇରଫାନ୍ । ଏହା ପୂର୍ବରୁ ‘ଜୁରାସିକ୍ ୱଲର୍ଡ’ରେ ଅଭିନୟ କରି ହଲିଉଡ୍ ଦୁନିଆରେ ନିଜକୁ ପ୍ରମାଣିତ କରି ସାରିଛନ୍ତି ଏହି ଭେଟେରାନ୍ ଆକ୍ଟର୍ ।