ଅସ୍ତରଙ୍ଗ ଉପକୂଳରେ କୂଳ ଲଂଘୁଛି ସମୁଦ୍ର : ଘଟଣାର ଅନୁଧ୍ୟାନ କଲା ଜଳ ସେଚନ ବିଭାଗର ବୈଷୟିକ ଟିମ୍

32

ପୁରୀ : ସମୁଦ୍ରକୂଳ ଲଂଘିବା ଘଟଣାର ଅନୁଧ୍ୟାନ କଲା ଜଳ ସେଚନ ବିଭାଗର ବୈଷୟିକ ଟିମ୍। ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଯାଇ ଏହି ଟିମ୍ ଘଟଣାର ଅନୁଧ୍ୟାନ କରିଛି। ବିଭାଗରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଛେନୁଆଁରେ ସମୁଦ୍ରକୂଳ ଲଂଘିବା ନେଇ ଅନୁଧ୍ୟାନ କରିଥିଲା।

ଏହି ଟିମ୍ ଅନୁଧ୍ୟାନ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ତେବେ ଅସ୍ତରଙ୍ଗ ଉପକୂଳରେ ସ୍ଥିତି ସାଂଘାତିକ୍ ଥିବା ଟିମର ସଦସ୍ୟ କରିଛନ୍ତି।