ଆଇଓସିଏଲରେ ଚାକିରି କରାଇଦେବା ନାଁରେ ଠକେଇ : ୨ ଜଣଙ୍କୁ ଗିରଫ କରିଛି ପୁଲିସ

32

ପାରାଦୀପ : ଚାକିରି କରାଇଦେବା ନାଁରେ ଠକେଇ । ଆଇଓସିଏଲରେ ଚାକିରି କରାଇଦେବା ନାଁରେ ୮ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ପାରାଦୀପ ବଡଗଡିଆ ଓ ରଙ୍ଗିଆଗଡରୁ ଆନ୍ଧ୍ର ପୁଲିସ ଗିରପ କରିଛି । ପାରାଦୀପ ପୁଲିସ ଓ ଆନ୍ଧ୍ର ପୁଲିସର ମିଳିତ ଉଦ୍ୟମରେ ଏମାନଙ୍କୁ ଗିରଫ କରାଯାଇଛି ।