ଚୋର ପୁଲିସ୍ ଭାଇଭାଇ ପ୍ରସଙ୍ଗ : ଅପରାଧୀ ସହ ୪ପୁଲିସ୍ ଅଧିକାରୀଙ୍କ ଫଟୋର ହେବ ତଦନ୍ତ

14

ପେଶାଦାର ଠକଙ୍କ ସହ ପୁଲିସ୍ ଅଫିସର୍ ପ୍ରସଙ୍ଗ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦେଶ ଦେଲେ କମିଶନରେଟ୍ ପୁଲିସ୍ । ଅପରାଧୀ ସହ ୪ପୁଲିସ୍ ଅଧିକାରୀଙ୍କ ଫଟୋର ତଦନ୍ତ ହେବ ବୋଲି ନିର୍ଦେଶ ଦିଆଯାଇଛି ।