ବାଲେଶ୍ୱର : ଆଜି ପୂର୍ବାହ୍ନରେ ଧାମରାରୁ ଇଂଟରସେପ୍ଟର ପରୀକ୍ଷଣ ହେବ । ୩ ନମ୍ବର ଲଂଚ ପ୍ୟାଡରୁ ପ୍ରଥମେ ପୃଥ୍ୱୀ ଛଡାଯିବ । ଏହା ପରେ ଧାମରାରୁ ଉଠିବ ସ୍ୱୟଂଚାଳିତ ଇଂଟରସେପ୍ଟର । ପୃତ୍ୱୀର ଉପସ୍ଥିତିକୁ ସନ୍ଧାନ କରି ଟାର୍ଗେଟ କରିବ ଇଂଟରସେପ୍ଟର ।