ଶ୍ରୀମତିଙ୍କ ସ୍ୱୟଂସିଦ୍ଧା ଅବତାର : ବିନା ମ୍ୟାନେଜମେଂଟ ଡିଗ୍ରୀରେ ଜଣେ ସଫଳ ବ୍ୟବସାୟୀ

24

କେନ୍ଦ୍ରାପଡା : ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ କିଛି କରିବାର ଇଛାଶକ୍ତି ଆଗରେ ଅର୍ଥ ବାଧକ ସାଜେ ନାହିଁ । ଯାହାର ପ୍ରମାଣ ହେଉଛନ୍ତି ରାଜକନିକା ବ୍ଲକ କାଳିସିପଡା ଗାଁର ଶ୍ରୀମତି ନାୟକ । ଦେଖନ୍ତୁ ଏହି ପ୍ରେରଣା ଦାୟକ କାହାଣୀ :