ଅନ୍ଧବିଶ୍ୱାସର କରୁଣ ରୂପ ! ପେଟ ଫୁଲିବାରୁ କେନ୍ଦୁଝର ବାଂଶପାଳ ବ୍ଲକରେ ୧୫ ଦିନର ଶିଶୁକୁ ଚେଙ୍କ

29

କନକ ବ୍ୟୁରୋ: ଅନ୍ଧବିଶ୍ୱାସର କରୁଣ ରୂପ । ୧୫ ଦିନର ଶିଶୁକୁ ଦିଆଯାଇଛି ଚେଙ୍କ । କେନ୍ଦୁଝର ବାଂଶପାଳ ବ୍ଲକ ତଳବରୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପେଟ ଫୁଲିବାରୁ ଗାଁର ରେନି ବେହେରାଙ୍କ ଶିଶୁକୁ ତାଙ୍କ ଜେଜେମାଆ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ପରେ ଶିଶୁର ଅବସ୍ଥା ଗୁରୁତର ହୋଇପଡିଥିଲା । ତେବେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –