୨୦୧୮ ସୁଦ୍ଧା ଭାରତ ପାକିସ୍ତାନ ସୀମା ହେବ ସିଲ୍ : ଉଚ୍ଚସ୍ତରୀୟ ସମୀକ୍ଷା ପରେ ସୂଚନା ଦେଲେ ରାଜନାଥ

18

wwକନକ ବ୍ୟୁରୋ : ସିଲ ହେବ ୨୯ଶହ କିଲୋମିଟରର ସୀମା । ଅନୁପ୍ରବେଶ ରୋକିବା ସହ ସୀମାରେ ଉତେଜନା କମ୍ କରିବାକୁ ଭାରତ ସରକାରଙ୍କ ନୂଆ ଯୋଜନା । ପାକିସ୍ତାନକୁ ଲାଗି ରହିଥିବା ସୀମାକୁ ସଂପୂର୍ଣ୍ଣ ସିଲ କରାଯିବ ।

୨୦୧୮ ସୁଦ୍ଧା ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ସୀମାନ୍ତବର୍ତୀ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ରାଜନାଥ ସିଂ । ଆତଙ୍କବାଦର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ତାର ଉଦେଶ୍ୟ ପୂରଣରେ ସମର୍ଥ ହେଉଛି କି ନା, ତାହା ଦେଖିବାର କଥା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –