ଭାରତୀୟ ନୌସେନାରେ ଚାକିରୀ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଚାର୍ଜମ୍ୟାନ୍ ପାଇଁ ବାହାରିଲା ବିଜ୍ଞପ୍ତି, ଏଭଳି ଉପାୟରେ କରନ୍ତୁ ଆବେଦନ ।

447

ଯଦି ଆପଣ ମଧ୍ୟ ଭାରତୀୟ ନୌସେନାରେ କାମ କରିବାକୁ ଇଚ୍ଛୁକ ଅଛନ୍ତି ତେବେ ଅପାଣଙ୍କ ପାଇଁ ଆସିଯାଇଛି ସୂବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ତରଫରୁ କାର୍ଯ୍ୟକକ୍ଷ ଅର୍ଥାତ୍ ଚାର୍ଜମ୍ୟାନ୍ ର ୧୭୨ ପଦ ପାଇଁ ବିଜ୍ଞପ୍ତି ବାହାରିଛି । ଯୋଗ୍ୟ ପ୍ରାର୍ଥୀ ଏପ୍ରିଲ୍ ୨୮ ତାରିଖ ୨୦୧୯ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

 

ବିଭାଗର ନାଁ : ଭାରତୀୟ ନୌସେନା

ପଦ ନାଁ : କାର୍ଯ୍ୟକ୍ଷକ (ଚାର୍ଜମ୍ୟାନ୍)

ଶୈକ୍ଷିକ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରେ ଡିପ୍ଲୋମା(ମେକାନିକାଲ୍ ,ଇଲେକ୍ଟ୍ରିକାଲ୍ ,ଉତ୍ପାଦନ ଇଞ୍ଜିନିୟରିଂ) ,କେମିକାଲ୍ ଇଞ୍ଜିନିୟରିଂ ରେ ଡିପ୍ଲୋମା କରିବା ଆବଶ୍ୟକ ।

ବୟସ ସୀମା : ୧୮ ରୁ ୩୦ ବର୍ଷ ।

ଆବେଦନ ଶୁଳ୍କ : କେବଳ ଜେନେରାଲ୍ /ଓବିସି =୨୦୫ ଟଙ୍କା

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା,ସାକ୍ଷରତା,ଡକ୍ୟୁମେଣ୍ଟ ସତ୍ୟାପନ ଆଧାରରେ ଆବେଦନ କରିବାକୁ ହେବ ।

ଆବେଦନ କରିବା ଅନ୍ତିମ ତାରିଖ : ୨୮ ଏପ୍ରିଲ୍ ୨୦୧୯

କିଭଳି କରିବେ ଆବେଦନ ?

ଏହି ପୋଷ୍ଟ ପାଇଁ ଆପଣଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡିବ । ନିମ୍ନରେ ଦିଆଯାଇଥିବା ୱେବସାଇଟ୍ http://www.joinindiannavi.gov.in/ରେ ଯାଇ ଆବେଦନ କରନ୍ତୁ ।