କାଇରୋ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବ ୩ ଭାରତୀୟ ଫିଲ୍ମ

21

ଇଜିପ୍ଟରେ ୧୫ରୁ ୨୪ ନଭେମ୍ବର ଯାଏ ଅନୁଷ୍ଠିତ ହେଉଥିବା କାଇରୋ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ କୋଙ୍କଣ ସେନ ଶର୍ମା ଅଭିନୀତ ଫିଲ୍ମ ‘ ଲିପଷ୍ଟିପ୍ ଅଣ୍ଡର ମାଇଁ ବୁର୍ଖା ’ ସହ ୩ ଭାରତୀୟ ଫିଲ୍ମ ବି ପ୍ରଦର୍ଶିତ ହେବ ।
ଏହି ମହୋତ୍ସବରେ ସତୀଶ ସନ୍ତୋଷ ବାବୁସେନଙ୍କ ମାଲୟାଲମ ଫିଲ୍ମ ‘ ଦ ନ୍ୟାରେ ପାଥ୍ ’ ଓ ମରାଠୀ ଫିଲ୍ମ   ‘ ହାଫ୍ ଟିକେଟ୍ ’ ମଧ୍ୟ ସାମିଲ ଅଛି । ୧୫ଟି ବଛାବଛା ଫିଲ୍ମକୁ ନେଇ ଏହି ମହୋତ୍ସବରେ ପ୍ରତିଯୋଗୀତା ହେବ ।