ଭାରତୀୟ ସ୍ଥଳ ସେନାରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଯାଇଛି ସୁବର୍ଣ୍ଣ ସୁଯୋଗ । ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

50

ଆପଣ ଯଦି ଭାରତୀୟ ସ୍ଥଳ ସେନାରେ ଚାକିରୀ କରିବା ପାଇଁ ଇଚ୍ଛୁକ ଥାଆନ୍ତି ତେବେ ଆପଣଙ୍କ ପାଇଁ ଆସିଯାଇଛି ଏକ ସୁବର୍ଣ୍ଣ ସୁଯୋଗ । ଟେକ୍ନିକାଲ୍ ଏଣ୍ଟ୍ରି ସ୍କିମ୍ କୋର୍ସ-୪୦ ପାଇଁ ଆବେଦନ ଆମନ୍ତ୍ରିତ କରାଯାଇଛି । ଏହି ଆବେଦନ ପ୍ରକ୍ରିୟା ଅନଲାଇନ୍ ଜରିଆରେ ହେବାକୁ ଥିବାବେଳେ ଅଧିକ ଜାଣିବା ପାଇଁ ନିମ୍ନୋକ୍ତ ରିପୋର୍ଟ ଉପରେ ନଜର ଦିଅନ୍ତୁ ।

ଭାରତୀୟ ସ୍ଥଳ ସେନା

ପଦବୀ ସଂଖ୍ୟା : ୯୦

ୱେବସାଇଟ୍ :

ବିବରଣୀ : ୧୦, +୨  ଟେକ୍ନିକାଲ୍ ଏଣ୍ଟ୍ରି ସ୍କିମ୍ କୋର୍ସ-୪୦

ଶିକ୍ଷା ଯୋଗ୍ୟତା : ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡରୁ ଗଣିତ, ଭୌତିକ ଶାସ୍ତ୍ର, କିମ୍ବା ରସାୟନ ଶାସ୍ତ୍ରରେ ୭୦% ଅଙ୍କରେ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ ।

ବୟସ ସୀମା : ୧୬.୫ ରୁ ଆରମ୍ଭ କରି ୧୯.୫ ମଧ୍ୟରେ ।

ବେତନ : ପ୍ରଶିକ୍ଷଣ ସମ୍ପୁର୍ଣ୍ଣ ହେବା ପରେ ୫୬,୧୦୦ ରୁ ୧,୭୭,୫୦୦ ଟଙ୍କା ।

କିଭଳି କରିବେ ଆବେଦନ : ଇଚ୍ଚୁକ ପ୍ରାର୍ଥୀ ଉପରୋକ୍ତ ୱେବସାଇଟକୁ ଯାଇ ଚାକିରୀ ପାଇଁ ଆବେଦନ କରିପାରିବେ । ଆବେଦନ ସମ୍ପୁର୍ଣ୍ଣ ହେବା ପରେ ଏହାର ପ୍ରିଣ୍ଟଆଉଟ୍ ଆଗାମୀ ପର୍ଯ୍ୟାୟ ପାଇଁ ସଂରକ୍ଷିତ କରି ରଖନ୍ତୁ ।

ଅନ୍ତିମ ତାରିଖ : ୧୪ ଜୁନ୍ ୨୦୧୮