ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ୨-୧ରେ ଜିତିଲା ବିରାଟ ବାହିନୀ

33

କନକ ବ୍ୟୁରୋ : ଇଡେନ୍‌ରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚକୁ ଭାରତ ୫ ରନ୍‌ରେ ହାରି ଯାଇଛି। ହେଲେ ସିରିଜକୁ ୨-୧ରେ ଜିତିଛି । ଟିମ୍ ଇଣ୍ଡିଆ ଆଗରେ ଇଂଲଣ୍ଡର ୩୨୨ ରନ୍ ଟାର୍ଗେଟ୍ ଥିଲା । ଯାହାକୁ ପିଛା କରି ଭାରତ ୩୧୬ ରନ୍ କରିଥିଲା । ତେବେ ଶେଷ ଯାଏଁ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଥିଲା।