କନକ ବ୍ୟୁରୋ: ଭାରତର ପରମାଣୁ ଶକ୍ତିସାମର୍ଥ୍ୟକୁ ନେଇ ପୁଣିଥରେ ଆକଳନ ଆରମ୍ଭ କରିଛି ଆମେରିକା । ଭାରତ ଏବେ ଅଧିକରୁ ଅଧିକ ପରମାଣୁ ଅସ୍ତ୍ର ହାସଲ କରିବାକୁ ଆଧୁନିକ କୌଶଳ ଆପଣାଉଥିବା ଆମେରିକାର ୨ ପ୍ରମୁଖ ପରମାଣୁ ବିଜ୍ଞାନୀ ଦାବି କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବ୍ୟତୀତ ଚାଇନାକୁ ମଧ୍ୟ ଦୃଷ୍ଟିରେ ରଖି ପରମାଣୁ ଶକ୍ତି ବୃଦ୍ଧି ପାଇଁ ଭାରତ ଉଦ୍ୟମ କରୁଥିବା ଏଥିରେ କୁହାଯାଇଛି । ଆମେରିକାର ପ୍ରମୁଖ ଡିଜିଟାଲ ଜର୍ଣ୍ଣାଲ୍ ଆଫ୍ଟର ମିଡ୍ ନାଇଟରେ ପ୍ରକାଶିତ ହୋଇଛି ଏହି ଆକଳନ ।