ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରବିନ୍ଦ୍ରମଣ୍ଡପ ଠାରେ ଦେବଦାସୀ ରାଷ୍ଟ୍ରୀୟ ନୃତ୍ୟ ଉତ୍ସବ ଉଦଘାଟିତ

1

କନକ ବ୍ୟୁରୋ : ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧୧ ତମ ଦେବଦାସୀ ରାଷ୍ଟ୍ରୀୟ ନୃତ୍ୟ ଉତ୍ସବ ମହାସମାରୋହର ଉଦଘାଟିତ ହୋଇଯାଇଛିି । ରବିନ୍ଦ୍ରମଣ୍ଡପ ଠାରେ ଅନୁଷ୍ଠିତ ଏହି ଉତ୍ସବର ଶେଷ ସଂନ୍ଧ୍ୟାରେ ଅତିଥିମାନଙ୍କ ଦ୍ୱାରା ଦେବଦାସୀ ସମ୍ମାନ ପ୍ରଦାନ କରାଯାଇଥିଲା । ସୁଦୂର ଋସିଆରୁ ଆସିଥିବା ଏଲିନା କ୍ୟାଜେଭା ଓଡିଶୀ ନୃତ୍ୟଶିଳ୍ପୀଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନୃତ୍ୟଶିଳ୍ପୀ ମାନଙ୍କୁ ଦେବଦାସୀ ସମ୍ମାନ ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ : 

Comments are closed.