ପଂଚାୟତ ସଫଳତା ନେଇ ବିଜେପିକୁ ଶ୍ରେୟ ଦେଲେ ନାହିଁ ବିଜୟ ! କହିଲେ, ବିଜେପି ସ୍ଥାନରେ ଯେକେହି ଥିଲେ ପାଇଥାନ୍ତେ ଭୋଟ

40

କନକ ବ୍ୟୁରୋ : ପଂଚାୟତ ସଫଳତା ନେଇ ବିଜେପିକୁ ଶ୍ରେୟ ଦେଲେ ନାହିଁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । କହିଲେ, ବିଜେପି ସ୍ଥାନରେ ଯେକେହି ଥିଲେ ଭୋଟ ପାଇଥାନ୍ତେ । କଂଗ୍ରେସ ଓ ବିଜେଡି ବିରୋଧରେ ଲୋକଙ୍କ ଅସନ୍ତୋଷର ଫାଇଦା ପାଇଛି ଭାରତୀୟ ଜନତା ପାର୍ଟି । ବିଜେଡି ଉପରେ ଲୋକଙ୍କ ଆସ୍ଥା ତୁଟି ଯାଇଥିଲା । ତାଙ୍କୁ ଦଣ୍ଡ ଦେବା ପାଇଁ ବିଜେପିକୁ ଲୋକେ ଭୋଟ ଦେଇଛନ୍ତି । ବିଜେପି ସ୍ଥାନରେ ଯେ କେହି ଛିଡା ହୋଇଥିଲେ ଲୋକେ ତାକୁ ଭୋଟ ଦେଇଥାନ୍ତେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-