“ଦବଙ୍ଗ୩’ରେ ସ୍କ୍ରିନ ସେୟାର କରିବେ କାଜୋଲ ଓ ସଲମାନ

0

ପୁଣି ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ବଲିଉଡ ଦବଙ୍ଗ ବୟ ସଲମାନ ଖାନ ଓ କାଜୋଲଙ୍କ ଯୋଡି । ଆଗାମୀ ଫିଲ୍ମ “ଦବଙ୍ଗ୩’ରେ ସଲମାନଙ୍କ ଅପୋଜିଟରେ କାଜୋଲ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ।କାଜୋଲଙ୍କୁ ସଲମାନଙ୍କ ରଜ୍ଜୋ ହେବା ପାଇଁ ଆପ୍ରୋଚ କରାଯାଇଛି, ବୋଲି ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି ।

Comments are closed.