ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ବିଭାଗ ମୁଖ୍ୟଙ୍କ ସୂଚନା : ପୋର୍ଟବ୍ଲେୟାର ଠାରୁ ୫୨୦ କି.ମି. ଦୂରରେ ଅଛି ଘୂର୍ଣ୍ଣିଝଡ କ୍ୟାଂଟ

58

କନକ ବ୍ୟୁରୋ : ପୋର୍ଟବ୍ଲେୟାର ଠାରୁ ୫୨୦ କିଲୋମିଟର ଦୂରରେ ସାଇକ୍ଲୋନ କ୍ୟାଂଟ ଥିବା ନେଇ ଆଇଏମଡି ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ମୃତ୍ୟୁଜଂୟ ମହାପାତ୍ର ସୂଚନା ଦେଇଛନ୍ତି । । ୨୭ରେ ଉତର ପୂର୍ବ ବଙ୍ଗୋପସାଗରରେ ସାଇକ୍ଲୋନ କ୍ୟାଂଟ ପହଚିଂବ । ଘୁର୍ଣ୍ଣିଝଡର ପ୍ରକୃତ ସ୍ଥିତି ଜଣାପଡିନାହିଁ । ୨୭ରୁ ଉପକୂଳ ଓଡିଶାରେ ୪୫ କିଲୋମିଟର ବେଗରେ ପବନ ବହିବ । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।