ଭଦ୍ରକ : ସହରର ବିଭିନ୍ନ ଦୋକାନରେ ଚଢାଉ କରି ଗୁଟଖା ଜବତ କରିଛି ଟାଉନ ପୋଲିସ

26

କନକ ବ୍ୟୁରୋ : ଭଦ୍ରକ ଟାଉନ ପୋଲିସ ସହରର ବିଭିନ୍ନ ଦୋକାନରେ ଚଢାଉ କରି ଗୁଟଖା ଜବତ କରିଛି । ପୋଲିସର ଅଚାନକ ଚଢାଉ ଫଳରେ ବେଆଇନ ଗୁଟଖା ରଖିଥିବା ଦୋକାନୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ପୋଲିସ ସହରର ଜଗନ୍ନାଥ ରୋଡ, ଜଗନ୍ନାଥପୁର, କଚେରୀ ବଜାର ଓ ନୁଆ ଅଂଚଳର ବିଭିନ୍ନ ଦୋକାନରେ ଚଢାଉ କରି ବିପୁଳ ପରିମାଣରେ ଗୁଟଖା ଜବତ କରିଛି ।