ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି ରିଅଲିଟି ଶୋ କ୍ୱିନଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ! ଘରୋଇ ଓଡିଆ ଚ୍ୟାନେଲ ରିଅଲିଟି ଶୋ’ର ହୋଇଥିଲେ ୱିନର

65

କନକ ବ୍ୟୁରୋ: ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଜଣେ ରିଅଲିଟି ସୋ କୁଇନଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ । ରାଜ୍ୟର ଏକ ପ୍ରତିଷ୍ଠିତ ଓଡିଆ ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ର ସେ ବିଜେତା । ରଜ କ୍ୱିନ୍ ଟାଇଟଲରେ ଚାଲିଥିବା ଏହି ରିଅଲିଟି ସୋ ଓଡିଶାର ପ୍ରତି ଘରେ ଜଣାଶୁଣା ।  ପ୍ରତିବର୍ଷ ଏହି ରିଅଲିଟି ସୋ ଜରିଆରେ ରଜ କ୍ୱିନ୍ ବଛା ଯାଉଥିବା ବେଳେ ଏଭଳି ଜଣେ ୱିନରଙ୍କ ଆପତିଜନକ ଭିଡିଓକୁ କେହି ଦୁର୍ବୃତ ଇଂଟରନେଟ୍ରେ ଭାଇରାଲ କରି ଦେଇଥିବା ଜଣାପଡିଛି । ତେବେ କିଏ ଓ କାହିଁକି ଏହି ଭିଡିଓ ଭାଇରାଲ କଲା ତାହା ଜଣାପଡିନାହିଁ ।