ପୁରୀ ଗସ୍ତରେ ମମତାଙ୍କ ମହାମେଣ୍ଟ ଇସାରା ! ସବୁ ଆଞ୍ଚଳିକ ଦଳ ଏକାଠି ହେବାକୁ ଦେଲେ ଆହ୍ୱାନ

21

କନକ ବ୍ୟୁରୋ : ପୁରୀ ଗସ୍ତରେ ଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ମହାମେଂଟର ଇସାରା । ସବୁ ଆଂଚଳିକ ଦଳ ସୁଦୃଢ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ମାମତା ବାନାର୍ଜି ଚାହୁଁଛନ୍ତି । ସବୁ ଆଂଚଳିକ ଦଳ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି ମମତା । କହିଛନ୍ତି ବିଜେପି ସସ୍ଥା ରାଜନୀତି କରିଛି ।

ଦିଦି ଓଡିଶା ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖି ଦିଦି କହିଛନ୍ତି, ନବୀନଙ୍କୁ ଭେଟିବା ନେଇ ସମୟ ମାଗିଛନ୍ତି । ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ସମୟ ମାଗିଛନ୍ତି ।