ରାଉରକେଲା : ସଇତାନ ସ୍ୱାମୀ ! ସ୍ତ୍ରୀକୁ ହତ୍ୟା କରିବା ପରେ ପୋଡିଦେଲା ନୃଶଂସ ସ୍ୱାମୀ

58

କନକ ବ୍ୟୁରୋ : ସ୍ୱାମୀ ସାଜିଲା ସଇତାନ । ସ୍ତ୍ରୀକୁ ଭୁଜାଲିରେ ହାଣି ହତ୍ୟା କରିବା ପରେ ପୋଡି ଦେଲା ନୃଶଂସ ସ୍ୱାମୀ । ଏହି ଅଭାବନୀୟ ଘଟଣା ଘଟିଛି ଷ୍ଟିଲ ସିଟି ରାଉରକେଲାର ମାଲଗୋଦାମ ଉଦିତନଗର ଥାନା ଅଂଚଳର ମାଲଗୋଦାମ ବସ୍ତିରେ । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଉଦିତନଗର ଥାନାରେ ଆତ୍ମସମର୍ପଣ କରିଛି । ତେବେ ସୂଚନା ଅନୁଯାୟୀ ଅଢ଼େଇ ବର୍ଷ ତଳେ ଦୁଇ ଜଣ ପ୍ରେମ ବିବାହ କରିଥିଲେ । ଏବଂ ପରିବାରଠାରୁ ଅଲଗା ରହୁଥିଲେ ।