ପ୍ରଶଂସା କଲେ ହ୍ରିତିକ୍

27

ଫିଲ୍ମ ଉଡତା ପଂଜାବର ଟ୍ରେଲରର ତାରିଫ କଲେ ବଲିଉଡ ହାର୍ଟ ଥ୍ରୋବ ହ୍ରିତିକ ରୋଶନ ।ଏଥିସହ ଏହି ଫିଲ୍ମରେ ମୁଖ୍ୟ ଭୂମିକା ନିଭାଉଥିବା ଅଭିନେତ୍ରୀ ଆଲିଆ ଭଟ୍ଟ, କରୀନା କପୁର ଓ ଅଭିନେତା ସାହିଦ କପୁରଙ୍କର ବି ତାରିଫ କରିଛନ୍ତି ହ୍ରିତିକ । ହ୍ରିତିକ ଏନେଇ ଟୁଇଟରେ ଟୁଇଟ କରି ଜଣାଇଛନ୍ତି । ଟୁଇଟର ପେଜରେ ହ୍ରିତିକଙ୍କ ତାରିଫ ଶୁଣି ଥ୍ୟାଙ୍କ ୟୁ ବ୍ରଦର ଲେଖିଛନ୍ତି ସାହିଦ କପୁର । ଅଭିଶେକ ଚୌବେଙ୍କ ନିଦେ୍ର୍ଦଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମ ଉଡତା ପଂଜାବ ଜୁନ ୧୭ରେ ରିଲିଜ ହେବ ।