ସ୍ମରଣ ଶକ୍ତି କିପରି ବଢ଼ାଇବେ . . . . .

362

• ପାରିବାରିକ ଓ ସାମାଜିକ ଜୀବନରେ ସକ୍ରିୟ ରୁହନ୍ତୁ ଓ ସମ୍ପର୍କ ବଢ଼ାନ୍ତୁ । ଏହାଦ୍ୱାରା ମସ୍ତିସ୍କର କୋଷ ସନ୍ତୁଳିତ ରହେ ଓ ସ୍ମରଣ ଶକ୍ତି ବଢ଼େ ।

• ମନଖୋଲା ହସିବା ଦ୍ୱାରା ସୃଜନଶୀଳତା ଓ ସ୍ମରଣ ଶକ୍ତି ବଢ଼େ । ଶିଖିଥିବା କଥା ଅନେକ ପର୍ଯ୍ୟନ୍ତ ଅଭୁଲା ରହେ ।

• ସ୍ମରଣ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ଛଅରୁ ଆଠ ଗ୍ଲାସ ପାଣି ପିଅନ୍ତୁ ।

• କଖାରୁ, ସୋୟାବିନ ଆଦିସ ଫ୍ୟାଟି ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁ । ସବୁଜ ପନିପରିବା ଓ ତଟକାର ଆହାର ଦ୍ୱାରା ସ୍ମରଣ ଶକ୍ତି ବଢ଼େ ।

• ନିୟମିତ ଧ୍ୟାନ କରନ୍ତୁ । ଏହାଦ୍ୱାରା ଏକାଗ୍ରତା, ସୃଜନଶୀଳତା ଓ ସ୍ମରଣ ଶକ୍ତି ବଢ଼େ ।

• ସୁୁନିଦ୍ରା ସ୍ମରଣ ଶକ୍ତିର ଏକ ମୁଖ୍ୟ ଉତ୍ସ । ଏହାଦ୍ୱାରା ମସ୍ତିସ୍କ ଆବଶ୍ୟକ ବିଶ୍ରାମ ପାଏ ଓ ସ୍ମରଣ ଶକ୍ତି ବଢ଼େ ।