ଏବେ ହ୍ୱାର୍ଟସଆପ ଜରିଆରେ କରିପାରିବେ ଆୟ ! ଜାଣନ୍ତୁ କିପରି

47

ବିଶ୍ୱ ସାରା ହ୍ୱାର୍ଟସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏବେ ଆପଣ ହ୍ୱାର୍ଟସଆପ ଜରିଆରେ ଆୟ କରିପାରିବେ । ହ୍ୱାର୍ଟସଆପର ସୂଚନା ଅନୁସାରେ ବହୁତ ଜଲଦି ସେ ଗ୍ରାହକକଙ୍କ ମୋବାଇଲ ନମ୍ବର ନିଜର ଓନର କମ୍ପାନୀ ଫେସବୁକ ସହ ଶେୟାର କରିବ । ଯାହା ସାହଯ୍ୟରେ ଦ୍ୱାର୍ଟସଆପ ବ୍ୟବହାରକାରୀ ଫେସବୁକରେ ଅଧକରୁ ଅଧିକ ଟାର୍ଗେଟ ବିଜ୍ଞାପନ ଦେଖିପାରିବ । କିନ୍ତୁ ଏନେଇ ହ୍ୱାଟର୍ସଆପ ବିଜ୍ଞାପନର କୌଣସି ସୂଚନା ନାହିଁ ।

ସମସ୍ତ ଜାଣନ୍ତିି ଦୁନିଆ ସାରା ପାଖାପାଖି ୧ ଶହ କୋଟି ହ୍ୱାର୍ଟସଆପ ବ୍ୟହବାର କରୁଛନ୍ତି । ଏମିତିରେ ହ୍ୱାର୍ଟସଆପ ଗ୍ରାହକଙ୍କ ସୂଚନା ଫେସବୁକରେ ପୋଷ୍ଟ କରେ, ତେବେ ଗ୍ରାହକଙ୍କ ସୁରକ୍ଷାର ବିଶ୍ୱାସ ଦେବାକୁ ପଡିବ । ହ୍ୱାର୍ଟସଆପ ଗ୍ରାହକଙ୍କୁ ସୀମିତ ସମୟ ପାଇଁ ଏହି ଅପ୍ସନ ଦେବ, ଯେବେ ଗ୍ରାହକମାନେ ତାଙ୍କ ପୋଷ୍ଟ ଫେସବୁକରେ ଶେୟାର କରିବା ପାଇଁ ପ୍ରସ୍ତୁତ କି ନୁହଁ ।

ଏହାସହ ହ୍ୱାର୍ଟସଆପ ସୂଚନା ଦେଇଛି ଫେସବୁକରେ ଶେୟାର କରାଯାଇଥିବା ସବୁ ପୋଷ୍ଟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଗ୍ରାହକଙ୍କୁ ଅଧିକ ଭଲ ଫ୍ରେଣ୍ଡ ସଜେସନ ଓ ଭଲ ବିଜ୍ଞାପନର ବିଷୟରେ ଜାଣିବା ପାଇଁ ଏପରି ଏକ ଯୋଜନା କରିଛି ହ୍ୱାର୍ଟସଆପ । ଏହାସହ କମ୍ପାନି କହିଛି ବ୍ୟାଙ୍କ ନେଣଦେଣ, ଫ୍ଲାଇଟ ବିଷୟରେ ସୂଚନା ଓ ନୋଟିଫିକେସନ ଗ୍ରାହକଙ୍କୁୁ ଠିକ ସମୟରେ ଦେବା ପାଇଁ କମ୍ପାନୀ ଚେଷ୍ଟା କରୁଛି ।

                                                         ସୌଜନ୍ୟ- ଦୈନିକ ଜାଗରଣ