ଭାରତ ଆସିବେ ହଲିଉଡ ଅଭିନେତା ବୀନ ଡିଜେଲ ! ସିନେମା ‘ଟ୍ରିପଲ ଏକ୍ସ’ର କରିବେ ପ୍ରମୋସନ

68

ଭାରତ ଆସିବେ ହଲିଉଡ ଅଭିନେତା ବିନ ଡିଜେଲ । ତାଙ୍କ ଆଗାମୀ ସିନେମା ତଥା ଦୀପିକା ପାଦ୍ୟୁକୋନଙ୍କ ହଲିଉଡର ପ୍ରଥମ ଅଭିନିତ ସିନେମା ‘ଟ୍ରିପଲ ଏକ୍ସ’ର ପ୍ରମୋସନ ପାଇଁ ସେ ଭାରତ ଆସିବେ । ଏଥିପାଇଁ ଦୀପିକା ତାଙ୍କୁ ଆମନ୍ତ୍ରୀତ କରିଛନ୍ତି ।

ଜାନୁଆରୀ ୧୨ କିମ୍ବା ୧୩ ତାରିଖରେ ଭାରତ ଆସିବେ ବୀନ ଡିଜେଲ । ଏନେଇ ଦୀପିକା ଟୁଇଟ କରି ତାଙ୍କ ଫ୍ୟାନମାନଙ୍କୁ ଜଣାଇଛନ୍ତି । ତେବେ ଜାନୁଆରୀ ୧୪ରେ ଭାରତରେ ରିଲିଜ ହେବାକୁ ଯାଉଛି ‘ଟ୍ରିପଲ ଏକ୍ସ’ ସିନେମାଟି ।