ହଲିଉଡ ଆକ୍ଟର ବୀନ ଡିଜଲଙ୍କ ଦେଶୀ ଲୁକ୍

30

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ହଲିଉଡ ଆକ୍ଟର ବୀନ ଡିଜଲଙ୍କ ଦେଶୀ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ଉଭୟ ଦୀପିକା ଓ ବିନ ଚର୍ଚ୍ଚିତ ଫ୍ୟାଶନ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀଙ୍କ ପୋଷାକ ପିନ୍ଧିଛନ୍ତି । ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି ବିନ୍ । ଉଭୟଙ୍କ ଫଟୋକୁ ସବ୍ୟସାଚ୍ଚୀ ମୁଖାର୍ଜୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫିଲ୍ମ “ଟ୍ରିପଲଏକ୍ସ’ ଜରିଆରେ ଦୀପିକା ବିନ୍ ଡିଜଲଙ୍କ ଅପୋଜଟିରେ ପ୍ରଥମ ଥର ପାଇଁ ନଜର ଆସିବେ ।