ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଆଉ ଦୁଇଟି ଗେଟ୍ ଖୋଲିବ

23

ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଆଉ ଦୁଇଟି ଗେଟ୍ ଖୋଲିବ । ପୂର୍ବରୁ ୧୦ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ଜଳଭଣ୍ଡାରର ଜଳସ୍ତର ରହିଛି ୬୧୫.୮୯ ଘନଫୁଟ । ଏନେଇ ହୀରାକୁଦ ଡ୍ୟାମ କର୍ତୃପକ୍ଷ ସୂଚନା ଦେଇଛନ୍ତି ।