ହୀରାଖଣ୍ଡ ଏକ୍ସପ୍ରେସର ଲାଇନଚ୍ୟୁତ ଘଟଣା : ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

25

କନକ ବ୍ୟୁରୋ : ହୀରାଖଣ୍ଡ ଏକ୍ସପ୍ରେସର ଲାଇନଚ୍ୟୁତ ଘଟଣା । ଏଥିରେ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ୍ସପ୍ରେସର ୯ଟି ବଗି ଲାଇନଚ୍ୟୁତ । ୩୨ ଜଣ ମୃତ ଓ ୫୦ ରୁ ଅଧିକ ଆହତ ଥିବା ସୂଚନା ।