ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣା : ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ରାୟଗଡାରେ ପହଂଚିଲେ ମୁଖ୍ୟ ଶାସନ ସଚିବ

66

କନକ ବ୍ୟୁରୋ : ରାୟଗଡାରେ ପହଂଚିଛନ୍ତି ମୁଖ୍ୟ ଶାସନ ସଚିବ । ଡିଜିପି ଓ ସ୍ୱାସ୍ଥ୍ୟ ସଚିବ ମଧ୍ୟ ରାୟଗଡାରେ ପହଂଚି ମୁଖ୍ୟ ଡାକ୍ତରଖାନାକୁ ଯାଇଛନ୍ତି । ରାୟଗଡାରେ ପହଂଚି ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଡାକ୍ତରଖାନାରୁ ବାହାରି ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଡିଜିପି ରେଳ ଦୁର୍ଘଟଣାସ୍ଥଳକୁ ଯିବେ ।

ଦେଖନ୍ତୁ ଏହି ଭିଡିଓ :