ଫିଲ୍ମି ଫ୍ରାଇଡେରେ ରିଲିଜ୍ ହେଲା ‘ମିର୍ଜ୍ୟା’ : ହର୍ଷବର୍ଦ୍ଧନ କପୁର ଓ ସୈୟାମି ଖେରଙ୍କୁ ନେଇ ସମସ୍ତେ ଉତ୍ସାହିତ

9

ଫ୍ରାଇଡେ ରିଲିଜରେ ଆଜି ଫ୍ଲୋରକୁ ଆସିଲା ‘ମିର୍ଜ୍ୟା’ । ଫିଲ୍ମରେ ଡେବ୍ୟୁ କରିଛନ୍ତି ଅନିଲ୍ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର। ତାଙ୍କ ବିପକ୍ଷରେ ଅଛନ୍ତି ନବାଗତା ସୈୟାମି ଖେର୍ । ଐତିହାସିକ କଥାବସ୍ତୁ ସାଙ୍ଗକୁ ଫିଲ୍ମରେ ରହିଛି ଭରପୁର ରୋମାନ୍ସ । ମିର୍ଜ୍ୟା ସାହିବାଙ୍କ ଉପରେ ତିଆରି ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ରାକେଶ ଓମପ୍ରକାଶ ମେହେରା । ଗୁଲଜାରଙ୍କ ଲିରିକ୍ସରେ ଗୀତ ଗୁଡିକୁ ସଂଗୀତରେ ସଜାଇଛନ୍ତି ଶଙ୍କର-ଏହାସାନ-ଲୟ । ରିଲିଜ୍ ପୂର୍ବରୁ ହିଟ୍ ହୋଇଛି ଫିଲ୍ମର ମ୍ୟୁଜିକ୍  ।