ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ଢିସୁମ

58

source-http://www1.pictures.zimbio.com/

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ଢିସୁମ । ଫିଲ୍ମରେ ଜନ ଆବ୍ରାହମ, ବରୁଣ ଧାୱନ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହା ସହ ଅକ୍ଷୟ ଖାନ୍ନା, ନର୍ଗିସ ଫକ୍ରି ଓ ଖିଲାଡି ବୟ ଅକ୍ଷୟ କୁମାର ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି । ଖିଲାଡି ବୟ ଅକ୍ଷୟଙ୍କୁ ଫିଲ୍ମରେ ନୂଆ ରୂପରେ ଦେଖିବାକୁ ମିଳିଛି । ରୋହିତ ଧାୱନଙ୍କ ନିର୍ଦ୍ଦେଶିତ ଏବଂ ସାଜିଦ ନାଦିଆଡୱାଲା ଓ ସୁନୀଲ  ଲୁଲ୍ଲାଙ୍କ ପ୍ରଯୋଜିତ ଢିସୁମର କାହାଣୀ ଓ ଡାଇଲଗ ଲେଖିଛନ୍ତି ରୋହିତ ଓ ହୁସେନ ଦଲ୍ଲାଲ ।