ମହାପ୍ରଭୁଙ୍କୁ ଦର୍ଶନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଜଗମୋହନ ମରାମତି କାମ ଅନୁଧ୍ୟାନ କଲେ ଜଷ୍ଟିସ ବିନୀତ ଶରଣ

25

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ । ଏହି ଅବସରରେ ଜଗମୋହନ ମରାମତି କାମକୁ ମଧ୍ୟ ଅନୁଧ୍ୟାନ କରିଥିଲେ ମୁଖ୍ୟ ବିଚାରପତି । ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଏଏସଆଇ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏଏସଆଇର ସତ୍ୟପାଠ ଅନୁଯାୟୀ ମରାମତି ହୋଇଥିବା ସୂଚନା ଦେଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ।