ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଅସୁସ୍ଥ

16

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଅସୁସ୍ଥ । ତାଙ୍କୁ ବର୍ତମାନ ଚିକିତ୍ସା ପାଇଁ ସମ୍ବଲପୁର ବୁର୍ଲା ମମେଡିକାଲରେ ଭର୍ତି କରାଯାଇଛି । ସେ ଜଣେ ଦକ୍ଷ କଂଗ୍ରେସ ନେତା ଏବଂ ଦଳ ପାଇଁ ତାଙ୍କ ଅବଦାନ ବହୁତ ରହିଛି ,ଦଳର ଜଣେ ଟାଣୁଆ ନେତା ଭାବରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।