ଦୟନୀୟ ଅବସ୍ଥାରେ ପରିବାର : ସରକାରୀ ସାହାଯ୍ୟ ପାଲଟିଛି ସ୍ୱପ୍ନ

19

ମୟୂରଭଞ୍ଜ : ବଦଳି ଯାଇଛି ସମୟ। ଆଉ ବଦଳି ଯାଇଛି ପରିବାରର ଆର୍ଥିକ ପରିସ୍ଥିତି। ଏବେ ଖାଲି ଦୁଃଖ ଆଉ ଦୁଃଖ । ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ତାମୁଡିଆ ଗାଁର ସ୍ୱର୍ଗତ କୁଳଧର ପାତ୍ରଙ୍କ ପରିବାର । ବାପ ପୁଅଙ୍କ ମସ୍ତିଷ୍କ ବିକୃତି ଘଟିଥିବା ବେଳେ ବୃଦ୍ଧା ଶାଶୂ ଓ ବୋହୂ ମୂଲ ଲାଗି ପୋଷୁଛନ୍ତି ପରିବାର। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଏଇ ପରିବାର ପାଇଁ ସରକାରୀ ସାହାଯ୍ୟ ବି ପାଲଟିଛି ସ୍ୱପ୍ନ।

ପୂରା ଖବର ଦେଖନ୍ତୁ ଏହି ଭିଡିଓରୁ –