ରାସ୍ତା ମଝିରେ ଓହ୍ଲାଇଲା ହେଲିକପ୍ଟର ! କୋରାପୁଟ ଯିବା ବାଟରେ ପବନ ହଂସର ଜରୁରୀ ଅବତରଣ

32

କନକ ବ୍ୟୁରୋ : ରାସ୍ତା ମଝିରେ ଓହ୍ଲାଇଲା ପବନ ହଂସ ହେଲିକପ୍ଟର । ଖରାପ ପାଗ ପାଇଁ ଜରୁରୀ ଅବତରଣ କଲା ପବନ ହଂସ । କୋରାପୁଟ ଯିବା ବାଟରେ ଓହ୍ଲାଇଲା ହେଲିକପ୍ଟର । ଯଶୱନ୍ତପୁର ବାଡାମଗୁଡାରେ ଜରୁରୀ ଅବତରଣ କଲା ପବନ ହଂସ ।