ପୁଣି ଫେରିଲା ତାତି

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଫେରିଲା ତାତିି । ଆଜିଠାରୁ ଆଭ୍ୟନ୍ତରିଣ ଓଡିଶାରେ ତାପମାତ୍ରା ବଢ଼ିବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସମଗ୍ର ରାଜ୍ୟରେ ୫ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୁତ ହେବାର ସମ୍ଭାବନା ରହିଛି । ତେବେ ଏବେ ପଶ୍ଚିମ ଓଡିଶା ଜଳୁଛି । ସମ୍ବଲପୁର, ହୀରାକୁଦ, ଝାରସୁଗୁଡା ଏବଂ ଟିଟିଲାଗଡରେ ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ସାଢେ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।

ଏହା ସହ ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ଆଣ୍ଡଲାକୁ ଏନକାଉଂଟର