ଖରାଦିନେ କେଶର ଯତ୍ନ ନେବେ କିପରି, ଜାଣନ୍ତୁ ?

50

ଖରାଦିନେ ତ୍ୱଚା ସହ କେଶର ସୁରକ୍ଷା ଜରୁରୀ । ଖରାଦିନେ ପ୍ରବଳ ଗରମ ପବନ କେଶର ନମନିୟତା ଚୋରାଇ ନେଇଥାଏ । ଏହାସହ ଖରାଦିନେ କେଶର ସ୍ୱତନ୍ତ୍ର ଦେଖାଶୁଣା ନିହାତି ଜରୁରୀ । ଉତ୍ତପ୍ତ ବାୟୁ ସଂସ୍ପର୍ଶରେ ଆସି କେଶରେ ଦୋମୁହାଁ ଭଳି ସମସ୍ୟା ଦେଖାଯାଏ । ନିୟମିତି ମୁଣ୍ଡ ଧୋଇବା ଦ୍ୱାରା ଖରାଦିନେ ମୁଣ୍ଡ କୁଣ୍ଡେଇ ହେବ ନାହିଁ ।

• ଖରାକୁ ବାହାରିବା ପୂର୍ବରୁ ମୁଣ୍ଡରେ ସ୍ପାର୍ଫ ପିନ୍ଧି ବାହାରକୁ ଯାଆନ୍ତୁ ।

• ଟାଣଖରାରେ କେଶକୁ ସୁରକ୍ଷା ଦେବା ପାଇଁ କଣ୍ଡିସନର ବ୍ୟବାହର କରନ୍ତୁ ।

• ଖରାରେ ବାହାରିବା ପୂର୍ବରୁ ମୁଣ୍ଡରେ ସନପ୍ରୋଟେକ୍ସନ ସିରମ ଲଗାନ୍ତୁ ।

• ଖରାଦିନରେ କେଶ ରୁକ୍ଷ ହେଇଯାଇଥିବାରୁ ପ୍ରତି ୧୫-୨୦ ଦିନରେ ହେୟାର ସ୍ପା କରିବା ଜରୁରୀ ।

• ଖରାଦିନରେ ସପ୍ତାହରେ ଅତି କମରେ ୩ ଥର କେଶ ଧୁଅନ୍ତୁ ।