ଭୁବନେଶ୍ୱର ହଂସପାଳ ଛକରେ ଲଙ୍କାକାଣ୍ଡ : ମଦ ଦୋକାନକୁ ଜାଳିଦେଲେ ଉତ୍ୟକ୍ତ ମହିଳା

22

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଭୁବନେଶ୍ୱର ହଂସପାଳ ଛକରେ ଲଙ୍କାକାଣ୍ଡ । ମଦ ଦୋକାନକୁ ଜାଳିଦେଲେ ଉତ୍ୟକ୍ତ ମହିଳା । ସ୍ଥାନୀୟଲୋକେ ଦୀର୍ଘଦିନରୁ ଛକ ଉପରେ ଥିବା ଏହି ମଦ ଦୋକନକୁ ବିରୋଧ କରୁଥିଲେ । କିନ୍ତୁ ମଦ ଦୋକାନଟିକୁ ବନ୍ଦ କରାନଯିବାରୁ ଆଜି ଲୋକମାନେ ମଦ ଦୋକାନରେ ଭଙ୍ଗାରୁଜା କରିଥିଲେ । ପରେ ଦୋକାନଟିକୁ ଜାଳିଦେଇଛନ୍ତି । ଫଳରେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି ।