କନ୍ଧମାଳ ଏନକାଉଂଟର ରାଜନୀତି : ଗୁମୁଡୁମାହାରୁ କଂଗ୍ରେସର ଅଧିକାର ଯାତ୍ରା

32

କନ୍ଧମାଳ : କନ୍ଧମାଳ ଗୁମୁଡୁମାହାରେ ମିଥ୍ୟା ଏନକାଉଂଟର ଘଟଣାକୁନେଇ ଚାଲିଥିବା ରାଜନୀତି ତେଜିବାରେ ଲାଗିଛି। ଏହାର ପ୍ରତିବାଦ କରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛି କଂଗ୍ରେସ । ଆଜି ଗୁମୁଡୁମାହାଠାରୁ ଆରମ୍ଭ ହେଉଛି ଅଧିକାର ଯାତ୍ରା । ପୂର୍ବରୁ ଏନେଇ ଘୋଷଣା କରିଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।