ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ଯବାନଙ୍କୁ ଦିଆଗଲା ଶେଷ ସମ୍ମାନ

36

କନକ ବ୍ୟୁରୋ : ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଯବାନଙ୍କୁ ଶେଷ ସମ୍ମାନ ଦିଆଯାଇଛି । କୋରାପୁଟ ପରେଡ ଗ୍ରାଉଣ୍ଡରେ ୮ ଯବାନଙ୍କୁ ତୋପ ସଲାମୀ ଦିଆଯାଇଛି । ଡିଆଇଜି ଏସ.ସାଇନିଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସହିଦ ଯବାନଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :