ଜିଏସଟି ବିଲରେ ଲାଗିଲା ମୋହର । ସଂବିଧାନ ସଶୋଧନ ବିଲ ଉପରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ମୋହର ମାରିଛନ୍ତି । ୧୬ ତମ ରାଜ୍ୟ ଭାବେ ଏହି ବିଲକୁ ଓଡିଶା ବିଧାନସଭାରେ ପାରିତ କରାଯିବା ପରେ ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲା । ଆଜି ଏହି ବିଲ୍ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ଏହାଦ୍ୱାରା ଦେଶରେ ଏକକ ଟିକସ୍ ବ୍ୟବସ୍ଥା ଲାଗୁ ହେବ।

http://www.thehansindia.com/assets/6714_GST-BILL.jpg
8th September, 2016 | 11:14 am
You might also like
-
ଭେଟନ୍ତୁ ଦେଶର ପ୍ରଥମ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ! ଯିଏ ହଜାର ହଜାର ମହିଳାଙ୍କ ପାଇଁ ପ୍ରେରଣା ।
-
ଭାରତରେ ମନ ପସନ୍ଦର ଚାକିରି ଖୋଜିବା ହେଲା ସହଜ ! ଦେଶରେ ଲଂଚ ହେଲା ଗୁଗଲ ଜବ ସର୍ଚ୍ଚ ଟୁଲ
-
ଭାରତ-ପାକିସ୍ତାନ ମଧ୍ୟରେ ହେବନି ୨୦୧୯ ବିଶ୍ୱକପର ପ୍ରଥମ ମ୍ୟାଚ । ତେବେ କାହା ବିପକ୍ଷରେ କେବେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ, ଜାଣନ୍ତୁ ।
-
ଯେଉଁ ଅପରାଧୀକୁ ପୋଲିସ୍ ଖୋଜୁଥିଲା, ସେ ପାଖରେ ଛିଡ଼ା ହୋଇ ହସୁଥିଲା ! କାନ୍ଥରେ ୟୁପି ପୋଲିସ ଲଗାଉଥିଲା ମୋଷ୍ଟ ୱାଣ୍ଟେଡ଼୍ ପୋଷ୍ଟର