ଜିଏସଟି ବିଲରେ ଲାଗିଲା ମୋହର । ସଂବିଧାନ ସଶୋଧନ ବିଲ ଉପରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ମୋହର ମାରିଛନ୍ତି । ୧୬ ତମ ରାଜ୍ୟ ଭାବେ ଏହି ବିଲକୁ  ଓଡିଶା ବିଧାନସଭାରେ ପାରିତ କରାଯିବା ପରେ ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲା । ଆଜି ଏହି ବିଲ୍ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ଏହାଦ୍ୱାରା ଦେଶରେ ଏକକ ଟିକସ୍ ବ୍ୟବସ୍ଥା ଲାଗୁ ହେବ।