ନୟାଗଡ ହିଂଜଳଗାଡିଆରେ ଗୋଷ୍ଠୀ ସଂଘର୍ଷ ! ରାସ୍ତା କାମକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର

24

କନକ ବ୍ୟୁରୋ : ନୟାଗଡ ଟାଉନ ଥାନା ଅନ୍ତର୍ଗତ ହିଂଜଳଗାଡିଆରେ ହୋଇଛି ଗୋଷ୍ଠୀ ସଂଘର୍ଷ । ରାସ୍ତା କାମକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ଗୋଷ୍ଠୀ ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଇନ ଥାନା ପୁଲିସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ