ଯାଜପୁର ରୋଡ ରାଛିପୁର ଗାଁରେ ଗୋଷ୍ଠୀ ସଂଘର୍ଷ ! ୬ ଆହତ,ଜଣେ ଗୁରୁତର

23

କନକ ବ୍ୟୁରୋ : ଯାଜପୁର ରୋଡ ରାଛିପୁର ଗାଁରେ ଗୋଷ୍ଠୀ ବିବାଦ । ହିଙ୍ଗୁଳା ଯାତ୍ରା ପାଇଁ ଚାନ୍ଦାକୁ କେନ୍ଦ୍ରକରି ବିବାଦ ଦେଖାଯାଇଛି । ୨ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଷ୍ଠୀ କନ୍ଦଳରେ ୬ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –