ଆଳିରେ ରାଜନୈତିକ ହିଂସାକାଣ୍ଡ ! ମଧୁବନ ଗାଁରେ ବିଜେଡିର ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ

22

କନକ ବ୍ୟୁରୋ : ଆଳିରେ ରାଜନୈତିକ ହିଂସାକାଣ୍ଡ । ମଧୁବନ ଗାଁରେ ବିଜେଡି ଦୁଇ ଗୋଷ୍ଠି ମଧ୍ୟରେ ଗୋଷ୍ଠି ସଂଘର୍ଷ ହୋଇଛି । ଏଥିରେ ୭ ଜଣ ଆହତ ହୋଇଛନ୍ତି । ପଂଚାୟତ ନିର୍ବାଚନର ପରାଜୟକୁ ନେଇ ଗୋଷ୍ଠି ସଂଘର୍ଷ ହୋଇଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –