ନକଲି ନୋଟକୁ ପ୍ରତିହତ କରିବାକୁ ଆଉ ପାଦେ ବଢିଲେ ସରକାର : ପ୍ଳାଷ୍ଟିକ୍ ନୋଟ ଛାପିବାକୁ ନେଲେ ନିଷ୍ପତି

21

କନକ ବ୍ୟୁରୋ : ବିମୁଦ୍ରାକରଣ ଭିତରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । କାଗଜ ନୋଟ୍ ବଦଳରେ ବଜାରକୁ ଆସିବ ପ୍ଲାଷ୍ଟିକ ନୋଟ୍ । ଆଜି ସଂସଦରେ ଏକ ଲିଖିତ ପ୍ରଶ୍ନର ଉତର ଦେଇ ମୋଦି ସରକାର କହିଛନ୍ତି, ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏକ ନିଦ୍ଦିଷ୍ଟ ପ୍ରକାରର ପଲିମରରୁ ଏହି ନୋଟ୍ ପ୍ରସ୍ତୁତ କରାଯିବ । ଏହି ନୋଟର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହାର ସୁରକ୍ଷା ବ୍ୟବସ୍ଥା । କାଗଜ ନୋଟ୍ ଭଳି ଏହାକୁ ନକଲ କରାଯାଇପାରିବ ନାହିଁ । ଦେଖନ୍ତୁ ଏହି ରିପୋର୍ଟ –