କନକ ବ୍ୟୁରୋ : ୩୭୦୧ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ସରକାରଙ୍କ ଘୋଷଣା । ବାର୍ଷିକ ୩% ହାରରେ ଇଂନକ୍ରିମେଂଟ୍ ଦିଆଯିବ । ଉପକୃତ ହେବେ ୩୧ହଜାର ୫ଶହ ଶିକ୍ଷକ ଓ କର୍ମଚାରୀ । ଅନୁଦାନ ନୀତି ୨୦୧୩ ର ସଂଶୋଧନ କରାଯାଇଛି । ପୂର୍ବରୁ ଦରମାରେ ୨୫% ବୃଦ୍ଧି କରାଯାଇଥିଲା ।