ଗୋପାଳପୁର ବିଧାନସଭା ପାଇଁ ଚାଲୁଛି ମତଦାନ ! ମୈଦାନରେ ପ୍ରାର୍ଥୀ, କାହାକୁ ନେତା ବାଛିବେ ଜନତା ?

93

କନକ ବ୍ୟୁରୋ : ଗୋପାଳପୁର ବିଧାନସଭା ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ । ବ୍ରହ୍ମପୁର ମହାନଗର ନିଗମର ୫ଟି ୱାର୍ଡ଼, ରଙ୍ଗେଇଲୁଣ୍ଡା ବ୍ଲକର ୩୨ ଟି ପଂଚାୟତ ଓ ଗୋପାଳପୁର ଏନଏସି, କୁକୁଡାଖଣ୍ଡି ବ୍ଳକର ୫ଟି ପଂଚାୟତକୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀ ଗଠିତ । ୩ ଟି ବ୍ଲକ୍ ବିଜେଡ଼ି ହାତରେ ରହିଛି ।

୨୦୧୯ର ଲଢେଇ
ବିଜେଡି: ଡ. ପ୍ରଦୀପ ପାଣିଗ୍ରାହୀ
କଂଗ୍ରେସ : ଧର୍ମରାଜ ରେଡ୍ଡି
ବିଜେପି: ବିଭୁତି ଭୂଷଣ ଜେନା

ବିଜେଡି: ଡ.ପ୍ରଦୀପ ପାଣିଗ୍ରାହୀ
– ୨୦୦୯ ଓ ୨୦୧୪ରେ ୨ ଥର ଲଗାତର ବିଧାୟକ
– ଉଚ୍ଚଶିକ୍ଷା ମନ୍ତ୍ରୀ ବି ରହିଥିଲେ
– ଟାଣୁଆ ନେତା ତଥା ଯୁବ ସଂଗଠକ
– ମୁଖ୍ୟମନ୍ତ୍ରୀଙ୍କ ଅନୁଗତ
କଂଗ୍ରେସ: ଧର୍ମରାଜ ରେଡ୍ଡି
– ବିଧାନସଭା ନିର୍ବାଚନ ପାଇଁ ଗୋପାଳପୁରର ନୂଆ ମୁହଁ
– ପୂର୍ବରୁ ସରପଂଚ ଥିଲେ
– ତେଲୁଗୁ ସଂପ୍ରଦାୟର ବଡ ଭୋଟ୍ ରହିଛି

ବିଜେପି: ବିଭୁତି ଭୂଷଣ ଜେନା
– ବିଜେଡି ସାଧାରଣ ସମ୍ପାଦକ
– ଲୋକପ୍ରିୟ ନେତା ତଥା ସଂଗଠକ
– ୨୦୦୯ ଓ ୨୦୧୪ରେ ଲଢି ହାରିଛନ୍ତି
– ୨୦୧୪ରେ ୨୦୦୯ ଅପେକ୍ଷା ପାଖାପାଖି ୩ ଗୁଣା ଭୋଟ୍ ପ୍ରତିଶତ ବୃଦ୍ଧି

ମୁହାଁମୁହିଁ ପ୍ରାର୍ଥୀ
– ଲଗାତର ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି ବିଜେଡି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
– ୨ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବାରୁ ଲୋକପ୍ରିୟ ନେତା
– ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ୨ ଥର ହାରିଛନ୍ତି, ତୃତୀୟ ଥର ପାଇଁ ପରୀକ୍ଷା
– କଂଗ୍ରେସ ନୂଆ ଚେହେରା ଦେଇଛି

ଗୋପାଳପୁର ବିଧାନସଭା ଆସନ
– ଗୋପାଳପୁର ବିଜେଡିର ଗଡ ହୋଇଯାଇଛି
– ପୂର୍ବରୁ ରାମଚନ୍ଦ୍ର ସେଠୀ ୨ ଥର ଜନତା ଦଳରୁ ଏବଂ ଥରେ ବିଜେଡିରୁ ବିଧାୟକ ଥିଲେ
– ୨୦୦୪ରେ କଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ବିଧାୟକ ହୋଇଥିଲେ
– ୨୦୦୯ ଏବଂ ୨୦୧୪ରେ ପ୍ରଦୀପ ପାଣିଗ୍ରାହୀ ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୯ ହଜାର ୬୪୯
– ମତ ଦେଇଥିଲେ – ୧ ଲକ୍ଷ ୧୭ ହଜାର ୬୪୩
– ଭୋଟଦାନ ହାର – ୬୫.୪୮%

୨୦୧୪ର ଫଳାଫଳ
ପ୍ରାର୍ଥୀ                         ଦଳ             ଭୋଟ             ପ୍ରତିଶତ            ଫଳାଫଳ
ଡ଼. ପ୍ରଦୀପ ପାଣିଗ୍ରାହୀ      ବିଜେଡି        ୫୫,୨୬୫       ୪୬.୯୮%        ବିଜୟୀ
ଭଗବାନ ଗନ୍ତାୟତ          କଂଗ୍ରେସ      ୨୧,୭୪୧       ୧୮.୪୮%         ପରାସ୍ତ
ବିଭୂତି ଭୂଷଣ ଜେନା        ବିଜେପି        ୩୫,୧୫୩      ୨୯.୮୮%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଡ଼. ପ୍ରଦୀପ ପାଣିଗ୍ରାହୀ
ଦଳ – ବିଜେଡି
ଭୋଟ – ୫୫,୨୬୫
ପ୍ରତିଶତ – ୪୬.୯୮%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ବିଭୂତି ଭୂଷଣ ଜେନା
ଦଳ – ବିଜେପି
ଭୋଟ – ୩୫,୧୫୩
ପ୍ରତିଶତ – ୨୯.୮୮%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଭଗବାନ ଗନ୍ତାୟତ
ଦଳ – କଂଗ୍ରେସ
ଭୋଟ – ୨୧,୭୪୧
ପ୍ରତିଶତ – ୧୮.୪୮%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଡ଼କ୍ଟର ପ୍ରଦୀପ ପାଣିଗ୍ରାହୀ ଜିତିଥିଲେ
– ୫୫ ହଜାର ୨୬୫ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କୁ ପରାସ୍ତ କରିଥିଲେ
– ୨୦ ହଜାର ୧୧୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ
– ବିଏସପି, ଆପ୍ ଏବଂ ସମତାକ୍ରାନ୍ତି ପ୍ରାର୍ଥୀ ସମେତ ୬ ଜଣ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୮ ହଜାର ୪୨୫
– ମତ ଦେଇଥିଲେ – ୮୭ ହଜାର ୯୪୬
– ଭୋଟଦାନ ହାର – ୫୫.୫୫%

୨୦୦୯ର ଫଳାଫଳ
ପ୍ରାର୍ଥୀ                            ଦଳ            ଭୋଟ           ପ୍ରତିଶତ         ଫଳାଫଳ
ଡ଼. ପ୍ରଦୀପ ପାଣିଗ୍ରାହୀ         ବିଜେଡି        ୩୭,୬୧୨     ୪୨.୭୭%    ବିଜୟୀ
ଡ଼. ତ୍ରୀନାଥ ବେହେରା         କଂଗ୍ରେସ       ୧୮୮୫୪     ୨୧.୪୪%     ପରାସ୍ତ
ବିଭୂତି ଭୂଷଣ ଜେନା          ବିଜେପି         ୧୩,୧୧୨    ୧୪.୯୧%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଡ଼. ପ୍ରଦୀପ ପାଣିଗ୍ରାହୀ
ଦଳ – ବିଜେଡି
ଭୋଟ – ୩୭,୬୧୨
ପ୍ରତିଶତ – ୪୨.୭୭%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ବିଭୂତି ଭୂଷଣ ଜେନା
ଦଳ – ବିଜେପି
ଭୋଟ – ୧୩,୧୧୨
ପ୍ରତିଶତ – ୧୪.୯୧%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଡ଼. ତ୍ରୀନାଥ ବେହେରା
ଦଳ – କଂଗ୍ରେସ
ଭୋଟ – ୧୮୮୫୪
ପ୍ରତିଶତ – ୨୧.୪୪%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡି ପ୍ରାର୍ଥୀ ଡ଼. ପ୍ରଦୀପ ପାଣିଗ୍ରାହୀ ଲଗାତର ଦ୍ୱତୀୟ ଥର ବିଜୟୀ ହୋଇଥିଲେ ।
– ୩୭ ହଜାର ୬୧୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଡ଼କ୍ଟର ତ୍ରୀନାଥ ବେହେରାଙ୍କୁ ପରାସ୍ତ କରିଥିଲେ
– ୧୮ ହଜାର ୭୫୮ ଭୋଟ୍ରେ ବିଜୟୀ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ
– ସ୍ୱାଧୀନ ପ୍ରାର୍ଥୀ ଅନୁଜ କୁମାର ନାୟକ ୧୪ ହଜାର ୬୭୯ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
– ବିଜେପି ୧୩ ହଜାର ୧୧୨ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲା ।
– ୪ ଜଣ ସ୍ୱାଧିନ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ କେବଳ କଂଗ୍ରେସର ପ୍ରାର୍ଥୀ ବଦଳିଥିଲେ ।
– ତ୍ରିନାଥ ବେହେରାଙ୍କ ସ୍ଥାନରେ ଭଗବାନ ଗନ୍ତାୟତଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା ।
– ବିଜେଡି ଓ ବିଜେପିର ପ୍ରାର୍ଥୀ ରିପିଟ୍ ହୋଇଥିଲେ ।