୨୧ରୁ ଆରମ୍ଭ ଗୋଲଡେନ ଟ୍ରାଇଙ୍ଗଲ ଇଂଟରନାସନାଲ୍ ଫିଲ୍ମ ଫେଷ୍ଟିଭାଲ

15

ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଗୋଲଡେନ ଟ୍ରାଇଗଂଲ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ । ଇଡିକଲ ଅଡିଟୋରିୟମରେ ଆୟୋଜିତ ହେବାକୁଥିବା ଏହି ଚଳଚ୍ଚିତ୍ର ମହୋତ୍ସବରେ ଓଡିଶା ସମେତ ଦେଶ ବିଦେଶର ୨୪ଟି ଫିଲ୍ମ ପ୍ରଦର୍ଶିତ ହେବ । ଏଥିରେ କ୍ଷୁଦ୍ର, ପ୍ରମାଣିକ ଏବଂ ୪ଟି ଓସ୍କାର ମନୋନୀତ ଚଳଚ୍ଚିତ୍ର ସାମିଲ ହେବ ।ଏହି ଦେଶ ବିଦେଶର ବହୁ ନାମିଦାମୀ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୩ ତାରିଖରେ ଏହି ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ ବ ।