ଗଡିଲା ଦେବୀ ସୁଭଦ୍ରାଙ୍କ ରଥ

28

ଗଡିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । କିଛି ସମୟ ପୂର୍ବରୁ ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ତେବେ ଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ଭିତରେ ଠେଲା ପେଲା ଚାଲିଛି ।